ଜୁଲାଇ 30 ରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଦେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ

0

ଜୁଲାଇ 30 ରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଗଷ୍ଟ 5 ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ଫି ଛାଡ କରାଯାଇଛି । ଜୁଲାଇ 5 ରୁ 14 ପର୍ଯ୍ୟନ୍ତ ଅନଲାଇନରେ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ ।

ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ସେମାନେ ପରୀକ୍ଷା ଦେଇପାରିବେ । ସ୍ୱତନ୍ତ୍ର ଅଫଲାଇନ ପରୀକ୍ଷା କାରଣରୁ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବା ନାହିଁ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଛାତ୍ରଛାତ୍ରୀମାନେ କୋଭିଡ ନିୟମ ମାନି ପରୀକ୍ଷା ଦେବେ ।

Leave A Reply

Your email address will not be published.

four × one =