ସି ଏସ ସି ଏକାଡେମୀ ପକ୍ଷରୁ ଆରପିଏଲ ଯୋଜନାରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ |

0

ସି ଏସ ସି ଏକାଡେମୀ ତରଫରୁ ଆର ପିଏଲ ଯୋଜନାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।ଦିଲ୍ଲୀପ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମାଜସେବୀ/ବରିଷ୍ଠ ସାମ୍ବାଦିକ ସୁରେଶ ଚନ୍ଦ୍ର ଦାସ,ଜ୍ଞାନରଞ୍ଜନ ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ..

Leave A Reply

Your email address will not be published.

12 − nine =